ନଈଶୁଆ Naiṡuā

  • ଦେ. ଅ. ପୁଂ (ଗାଳି) — (ଯେଉଁ ଲୋକ ନଈରେ ଶୁଏ)— ତୁ ନଈରେ ଶୋ, ଅର୍ଥାତ ଶୀଘ୍ର ମରିଯା ଓ ତୋର ଶବକୁ ନେଇ ଲୋକେ ନଈରେ ପକାଇ ଦିଅନ୍ତୁ — (A term of imprecation or curse, meaning) You die uncared for and your body be thrown into the river after death