ନଈ ତଳ Naī taḻa

  • ଦେ. ବି. (ସଂ. ନଦୀ ଓ ତଳ) — ନଈକୂଳ — River-bank
  • ଦେ. ବି. (ସଂ. ନଦୀ ଓ ତଳ) — ନଦୀର ନିମ୍ନତମ ଦେଶ; ନଦୀଶଯ୍ୟା — Bed of a river