ନଇଲା Nailā
- ଦେ. କ୍ରି (ସେ ବା ତାହା କର୍ତ୍ତା ସଙ୍ଗେ ଯୁକ୍ତ; ଅନାଦରାର୍ଥକ) — ପଇଟିଲା ନାହିଁ, ଆସିଲା ନାହିଁ — Is not mastered or got by heart
- ଦେ. କ୍ରି (ସେ ବା ତାହା କର୍ତ୍ତା ସଙ୍ଗେ ଯୁକ୍ତ; ଅନାଦରାର୍ଥକ) — ନ ଆସିଲା; ଆସିଲା ନାହିଁ — Did not come
- ଦେ. କ୍ରି (ସେ ବା ତାହା କର୍ତ୍ତା ସଙ୍ଗେ ଯୁକ୍ତ; ଅନାଦରାର୍ଥକ) — ନ ହେଲା; ନୋହିଲା — Did not happen
- ଦେ. କ୍ରି (ସେ ବା ତାହା କର୍ତ୍ତା ସଙ୍ଗେ ଯୁକ୍ତ; ଅନାଦରାର୍ଥକ) — ଆସିନାହିଁ — Has not come
- ଦେ. ବି — ନହଲା (ଦେଖ) — Nahalā (See)
- ଦେ. ବିଣ — ନ ଘଟିବା (କଥା) — (a thing) Which has not happened
- ଦେ. ବିଣ — ଯାହା ପଇଟି ନ ଥାଏ — That which has not been mastered or got by heart