ନଅଣ୍ଟ ଅଣ୍ଟ Na-aṇṭa aṇṭa
- ଦେ. ବି — ଅନଟନ ଓ ପ୍ରାଚୁର୍ଯ୍ୟ — Insuffcience and sufficience
- ଦେ. ବି — ଅନଟନ ଓ ପ୍ରଚୁର ହେବା ଅବସ୍ଥା — The state of being insufficient and sufficient
- ଦେ. ବି — ନଅଣ୍ଟ ହେବା ଅବସ୍ଥା — The state of insufficience or want
- ଦେ. ବି — (ଯଥା—ନିଜର ସ୍ତ୍ରୀ ହାତରେ ଯେଉଁ ଟଙ୍କା ଟୋକର ରଖିବ, ତାହା ନଅଣ୍ଟ ଅଣ୍ଟ ବେଳେ କାମରେ ଆସିବ।)