ନଅଟା ଛଅଟା Na-aṭā chha-aṭā

  • ଦେ. ବିଣ — ଅନେକ, ବହୁସଂଖ୍ୟକ — Many
  • ଦେ. ବିଣ — ପ୍ରୟୋଜନାଧିକ — More than enough
  • ଦେ. ବିଣ — (ଯଥା—ମୋର କଅଣ ନଅଟା ଛଅଟା ପୁଅ ଅଛନ୍ତି ଯେ, ମୁଁ ନେଇ ୟା ତାଠେଇଁ ପୋଷାପୁଅ ଗୁଞ୍ଜି ଦେବି)