ନଅଙ୍କ Na-aṅka

  • ଦେ. ବି (ସଂ. ନବାଙ୍କ) — ପୁରୀର ରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱର 9 ମ ଅଙ୍କ — ପୁରୀର ରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱର9ମ ଅଙ୍କ— . The 9th Aṅka of the reign of late Raja Dibyasiṁha Deba of Puri
  • ଦେ. ବି (ସଂ. ନବାଙ୍କ) — ଖ୍ରୀଷ୍ଟାବ୍ଦ 1866/67 ସାଲରେ ଓଡ଼ିଶାରେ ପଡ଼ିଥିବା ଭୟାନକ ଦୁର୍ଭିକ୍ଷ — ଖ୍ରୀଷ୍ଟାବ୍ଦ1866/67ସାଲରେ ଓଡ଼ିଶାରେ ପଡ଼ିଥିବା ଭୟାନକ ଦୁର୍ଭିକ୍ଷ—. The great famine of Orissa during the year 1866—67
  • ଦେ. ବି (ସଂ. ନବାଙ୍କ) — [ଦ୍ର—ଏ ଦୁର୍ଭିକ୍ଷରେ ଓଡ଼ିଶାର ପ୍ରାୟ 8 ଲକ୍ଷ ଲୋକଙ୍କର ନିରାହାର ଓ ତଜ୍ଜନିତ ରୋଗରେ ପ୍ରାଣନାଶ ଘଟିଥିଲା।] — [ଦ୍ର—ଏ ଦୁର୍ଭିକ୍ଷରେ ଓଡ଼ିଶାର ପ୍ରାୟ8ଲକ୍ଷ ଲୋକଙ୍କର ନିରାହାର ଓ ତଜ୍ଜନିତ ରୋଗରେ ପ୍ରାଣନାଶ ଘଟିଥିଲା]
  • ଦେ. ବି (ସଂ. ନବାଙ୍କ) — ଦୁର୍ଭିକ୍ଷ — Famine