ନଅଙ୍କିଆ Na-aṅkiā
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଦୁର୍ଭିକ୍ଷପ୍ରପୀଡ଼ିତ — Famine-stricken
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଖାଦ୍ୟାଭାବରୁ କଙ୍କାଳମାତ୍ରାବଶିଷ୍ଟ; ଜୀର୍ଣ୍ଣଶୀର୍ଣ୍ଣ — Reduced to skeleton for want of food
- ଦେ. ବିଣ. ପୁଂ ଓ ସ୍ତ୍ରୀ — ଅତି ରଙ୍କାଳିଆ; ଅତି ଲୋଭରେ ସର୍ବଦା ଖାଇବାକୁ ଇଚ୍ଛା କରୁଥିବା (ବ୍ୟକ୍ତି) — Very greedy; rapacious
- ଦେ. ବି — ଛତରଖିଆ; ଯେଉଁମାନେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସମୟରେ ସରକାରୀ ଅନ୍ନସତ୍ରରେ ଖାଇବାରୁ ସମାଜଚ୍ୟୁତ ହୋଇଥିଲେ — A class of persons and the descendants of those persons who lost their castes by taking food cooked in public kitchens opened by the Goverment during the great famine of Orissa