ନଅଖାଇ ପଣା Na-akhāi paṇā

  • ପ୍ରାଦେ. (ଯାଜପୁର) ବି — ନବମ ଶୀତଳ; କୌଣସି ବ୍ୟକ୍ତିର ମୃତ୍ୟୁର ନବମ ଦିବସରେ ଜ୍ଞାତି— କୁଟୁମ୍ବମାନଙ୍କୁ ଦିଆଯିବା ଜଳଖିଆ ସାମଗ୍ରୀ — Tiffin with which the kinsmen and relatives of a deceased person are fed on the 9th day during the obsequies