ନଂଘା ମାରିବା

  • ଦେ. କ୍ରି — ସମକୋଣଭାବରେ ପରସ୍ପର ସଙ୍ଗେ ମିଳିଥିବା ଦୁଇଟି ଚାଳର ଯୋଡ଼ ସ୍ଥାନରେ ବର୍ଷାପାଣି ନ ଭେଦିବା ଭଳି ତହିଁରେ ଘନଭାବରେ ନଡ଼ା ବା କୁଟା ଭରିବା।