ନ ଦିନ କରିବା Na dina karibā

  • ପ୍ରାଦେ. (ପୁରୀ) କ୍ରି. (ସଂ. ନବଦିନ) — ଗୁଣ୍ଡିଚାଠାରୁ ବାହୁଡ଼ା ପର୍ଯ୍ୟନ୍ତ ନଅ ଦିନ ପୁରୁଷୋତ୍ତମ କ୍ଷେତ୍ରରେ ତୀର୍ଥବାସ କରି ହବିଷ୍ୟ କରିବା — To observe Habishya at Puri during the 9 days from the Guṇḍichā up to Bāhuṟḍ̠ā Ekādaṡī