ନ ଇଦେବା Nāidebā

  • ଦେ. କ୍ରି. (ଇତର ଓ ଶୂଦ୍ରାଦିଙ୍କ ବ୍ୟବହୃତ) — (ଅଳଙ୍କାର, ସିନ୍ଦୁର ଓ ଅଳତା ଆଦି) ଅନ୍ୟକୁ ପିନ୍ଧାଇବା; ଅନ୍ୟର ଶରୀରକୁ ଭୂଷିତ କରାଇବା; ବେଶ କରିବା — To put on ornaments etc on another's body
  • ପ୍ରାଦେ. (ଭଦ୍ରଖ) କ୍ରି — ରଖିବା — To put; to place