ଧଡ଼ି ଛାଡ଼ିଯିବା Dhaṟḍ̠i chhāṟḍ̠i j̄ibā

  • ଦେ. କ୍ରି — ବସ୍ତ୍ରର ଧଡ଼ିର ରଙ୍ଗ ଫକ୍କା ପଡ଼ିଯିବା — To fade (said of the colour of the border of a cloth after washing
  • ଦେ. କ୍ରି — (ଲକ୍ଷଣାର୍ଥ) ଅଭିଭୂତ ହୋଇ ପଡ଼ିବା; କ୍ଳାନ୍ତ ହୋଇ ଯିବା — To feel overpowered or tired