ଧ୍ୱସ୍ତା ଧ୍ୱସ୍ତି Dhwastā dhwasti
- ଦେ. ବି. (ସଂ. ଧ୍ୱସ୍ତ) — ମରାମରି; ପରସ୍ପରର ପରସ୍ପର— ପ୍ରତି ବଳ ପ୍ରୟୋଗ — Mutual shuffling; affray; mutual onslaught
- ଦେ. ବି. (ସଂ. ଧ୍ୱସ୍ତ) — ମାଡ଼ପିଟ; ଦଙ୍ଗାହେଙ୍ଗାମା — Affray; brawl
- ଦେ. ବିଣ — ମରାମରି କରୁଥିବା; ପରସ୍ପର ପରସ୍ପରକୁ ଆକ୍ରମଣ କରୁଥିବା — Attacking each other