ଧ୍ୱନ୍ୟର୍ଥ Dhwanyartha

  • ସଂ. ବି. (ଧ୍ୱନି+ଅର୍ଥ) — (ଅଳଙ୍କାର ଶାସ୍ତ୍ର) ପଦର ଗୂଢ଼ାର୍ଥ; ବାକ୍ୟାର୍ଥ ଛଡ଼ା ବ୍ୟଙ୍ଗ୍ୟାର୍ଥ — (rhetoric) Implied meaning of a word or passage