ଧ୍ୱନ୍ୟନୁକାରୀ Dhwanyanukārī
- ସଂ. ବିଣ. ପୁଂ. (ଧ୍ୱନି+ ଅନୁକାରିନ୍; 1 ମା. 1 ବ) — ଯେ କୌଣସି ଧ୍ୱନି ବା ଶବ୍ଦର ଅନୁକରଣ କରେ — Imitating a particular sound
- ସଂ. ବିଣ. ପୁଂ. (ଧ୍ୱନି+ ଅନୁକାରିନ୍; 1 ମା. 1 ବ) — ଯେଉଁ ଶବ୍ଦ କୌଣସି ଧ୍ୱନିର ଅନୁକରଣରେ ଗଠିତ — Onomatopoetic; (a word) formed so as to resemble the sound of the thing or matter implied thereby