ଧ୍ୱନିମନ୍ତ Dhwanimanta

  • ଦେ. ବିଣ — (ସଂ. ଧ୍ୱନିମତ୍)ଶବ୍ଦାୟମାନ; ଶବ୍ଦ କରୁଥିବା — Making a sound; ringing
  • ଦେ. ବିଣ — ବତାସର ପରାୟେ ଧ୍ୱନିମନ୍ତ; ବେଗେ ଯାଇ ନଗର ପାଶେ ସ୍ଥିତ— ଭଞ୍ଜ, ବୈଦେହୀଶବିଳାସ।