ଧ୍ୱନିବା Dhwanibā

  • ଦେ. (ପଦ୍ୟ) କ୍ରି. (ସଂ. ଧ୍ୱନି) — ଧ୍ୱନି କରିବା — To make a sound
  • ଦେ. (ପଦ୍ୟ) କ୍ରି. (ସଂ. ଧ୍ୱନି) — ମେଘ ମନ୍ଦ୍ର ଆବର ଧ୍ୱନିଲା ଆକାଶର—ମଧୁସୂଦନ, ଛାନ୍ଦମାଳା।