ଧ୍ୱଂସୀ Dhwaṁsī
- ସଂ. ବିଣ. ପୁଂ—(ଧ୍ୱଂସ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଧ୍ୱଂସପ୍ରବଣ; ଯାହାର ଧ୍ୱଂସ ଅନିବାର୍ଯ୍ୟ; ନଶ୍ୱର; ଅଚିରସ୍ଥାୟୀ — Destructible
- ସଂ. ବିଣ. ପୁଂ—(ଧ୍ୱଂସ୍ ଧାତୁ+କର୍ତ୍ତୃ. ଇନ୍; 1 ମା. 1 ବ) — ଧ୍ୱଂସକ; ବିନାଶକ — Destroying; ruining
- ସଂ. ବି — ପାର୍ବତ୍ୟ ପୀଲୁଗଛ (ହି. ଶ) — A kind of Pīlu tree growing on mountains