ଧ୍ୱଂସିବା Dhwaṁsibā

  • ଦେ. (ପଦ୍ୟ) କ୍ରି. (ସଂ. ଧ୍ୱଂସ୍ ଧାତୁ) — ବିନାଶ କରିବା — To destroy
  • ଦେ. (ପଦ୍ୟ) କ୍ରି. (ସଂ. ଧ୍ୱଂସ୍ ଧାତୁ) — ତାଙ୍କ ହୃଦୟେ ହରି ପଶେ, ସର୍ବ ଅଶୁଭ ଫଳ ଧ୍ୱଂସେ । ଜଗନ୍ନାଥ. ଭାଗବତ।