ଧ୍ୱଂସିତ Dhwaṁsita

  • ସଂ. ବି. (ଧ୍ୱଂସ୍ ଧାତୁ+କର୍ମ. ତ) — ଧ୍ୱଂସପ୍ରାପ୍ତ — Ruined
  • ସଂ. ବି. (ଧ୍ୱଂସ୍ ଧାତୁ+କର୍ମ. ତ) — ବିନାଶିତ — Destroyed