ଧ୍ୟାୟିବା Dhyāyibā

  • ଦେ. କ୍ରି. (ସଂ. ଧ୍ୟୈ ଧାତୁ) — ଧ୍ୟାନ କରିବା — To meditate
  • ଦେ. କ୍ରି. (ସଂ. ଧ୍ୟୈ ଧାତୁ) — ମାତାଙ୍କୁ ଧ୍ୟାୟିଲି ଏକତାନ ମନେ। ରାଧାନାଥ. ନନ୍ଦିକେଶ୍ୱରୀ।