ଧ୍ୟାନ ଯୋଗ Dhyāna j̄oga
- ସଂ. ବି. (ମ. ପ. ଲୋ; ଧ୍ୟାନ ପ୍ରଧାନ ଯୋଗ; ଧ୍ୟାନ+ ଯୋଗ) — ଧ୍ୟାନଦ୍ୱାରା ଯୋଗସାଧନ ପ୍ରକ୍ରିୟା; ଯେଉଁ ଯୋଗରେ ଧ୍ୟାନହିଁ ପ୍ରଧାନ ଅଙ୍ଗ ଅଟେ — Profound meditation or absorption as the principal step of J̄oga exercise
- ସଂ. ବି. (ମ. ପ. ଲୋ; ଧ୍ୟାନ ପ୍ରଧାନ ଯୋଗ; ଧ୍ୟାନ+ ଯୋଗ) — ତାନ୍ତ୍ରିକ କ୍ରିୟାବିଶେଷ; ଯହିଁରେ ମନରେ କୌଣସି ଆକୃତି କଳ୍ପନା କରି ଶତ୍ରୁର ନାଶ କରାଯାଏ (ହି. ଶ.) — A Tantric process for killing an enemy by meditating upon a certain imaginary form