ଧ୍ରୁବାବର୍ତ୍ତ Dhrubābartta

  • ସଂ. ବି. (କର୍ମଧା; ଧ୍ରୁବ+ଆବର୍ତ୍ତ) — ଅଶ୍ୱର ରୋମ— ସଂସ୍ଥାନବିଶେଷ; ଘୋଡ଼ା ଦେହରେ ଥିବା ଏକ ପ୍ରକାର ରୋମର ଭଉଁରୀ — A kind of whorl found on the body of a horse
  • ସଂ. ବି. (କର୍ମଧା; ଧ୍ରୁବ+ଆବର୍ତ୍ତ) — କପାଳର ଯେଉଁ ବିନ୍ଦୁରୁ ମୁଣ୍ଡର କେଶ ବାମ ଓ ଦକ୍ଷିଣ ପାଖକୁ ବାଗେଇଥାଏ — The point on the crown of the head from which the hair radiate (Apte)