ଧ୍ରୁବ ମତ୍ସ୍ୟ Dhruba matsya
- ସଂ. ବି. (ଜ୍ୟୋତିଷ) — ଧ୍ରୁବମଣ୍ଡଳ (ଦେଖ) — Dhrubamaṇḍaḻa (See)
- ସଂ. ବି. (ଜ୍ୟୋତିଷ) — ଧ୍ରୁବମଣ୍ଡଳ ଏବଂ ଧ୍ରୁବମଣ୍ଡଳର ଲଞ୍ଜାତାରା ଓ ସପ୍ତର୍ଷିମଣ୍ଡଳ ମଧ୍ୟରେ ଥିବା ଗୋଟିଏ ତାରା, ଏପରି 8 ଗୋଟି ତାରାଯୁକ୍ତ ମତ୍ସ୍ୟାକୃତ ତାରକାପୁଞ୍ଜ (ନକ୍ଷତ୍ରତଳେ ନୋଟ୍ ଦେଖ) — ଧ୍ରୁବମଣ୍ଡଳ ଏବଂ ଧ୍ରୁବମଣ୍ଡଳର ଲଞ୍ଜାତାରା ଓ ସପ୍ତର୍ଷିମଣ୍ଡଳ ମଧ୍ୟରେ ଥିବା ଗୋଟିଏ ତାରା, ଏପରି8ଗୋଟି ତାରାଯୁକ୍ତ ମତ୍ସ୍ୟାକୃତ ତାରକାପୁଞ୍ଜ (ନକ୍ଷତ୍ରତଳେ ନୋଟ୍ ଦେଖ)— . A constellation consisting of the Lesser Bear and Corcoroli
- ସଂ. ବି. (ଜ୍ୟୋତିଷ) — ଦିଗବାରଣ ଯନ୍ତ୍ର (ହି. ଶବ୍ଦସାଗର) — The mariner's compass