ଧ୍ରୁବ ମଣ୍ଡଳ Dhruba maṇḍaḻa

  • ସଂ. ବି. (ଜ୍ୟୋତିଷ) — ଉତ୍ତର ଦିଗରେ ଧ୍ରୁବତାରାକୁ ଲାଗି ରହିଥିବା 7 ଗୋଟି ତାରାଯୁକ୍ତ ଶିଶୁମାର ମଣ୍ଡଳ — ଉତ୍ତର ଦିଗରେ ଧ୍ରୁବତାରାକୁ ଲାଗି ରହିଥିବା7ଗୋଟି ତାରାଯୁକ୍ତ ଶିଶୁମାର ମଣ୍ଡଳ— The Lesser Bear constellation