ଧ୍ରୁବ ପଦ Dhruba pada
- ସଂ. ବି — ଧ୍ରୁପଦ (ଦେଖ) — Dhrupada (See)
- ସଂ. ବି — ଧ୍ରୁବଲୋକ; ସ୍ୱର୍ଗଧାମ — The heaven; the seat of Dhruba in heaven
- ସଂ. ବି — ଅତି କଠୋର ତପ କଲା; ତାକୁ ଯେ ଧ୍ରୁବପଦ ଦେଲା— ଜଗନ୍ନାଥ. ଭାଗବତ।
- ସଂ. ବି — ଆକାଶ — The sky
- ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males