ଧ୍ରୁବ ଦର୍ଶନ Dhruba darṡana

  • ସଂ. ବି. ( 6 ଷ୍ଠୀ ତତ୍; ଧ୍ରୁବ+ଦର୍ଶନ) — ହିନ୍ଦୁମାନଙ୍କ ବିବାହର କର୍ମକାଣ୍ଡ ଅନ୍ତର୍ଗତ ଏକ କର୍ମ, ଯହିଁରେ ମନ୍ତ୍ରପାଠପୂର୍ବକ ବର କନ୍ୟା ଦୁହେଁ ଧ୍ରୁବତାରାକୁ ଦର୍ଶନ କରନ୍ତି — A ritual in the course of the marriage rites amongst the Hindus, cosisting of the bride and the bridegroom having a look at the pole star while reciting some vedic formulas
  • ସଂ. ବି. ( 6 ଷ୍ଠୀ ତତ୍; ଧ୍ରୁବ+ଦର୍ଶନ) — [ଦ୍ର—ଏଥିର ଉଦ୍ଦେଶ୍ୟ ଏହି ଯେ ଦମ୍ପତିଙ୍କର ପ୍ରେମ ଧ୍ରୁବତାରା ପରି ନିଶ୍ଚଳ ରହିବ।]