ଧ୍ରୁବ ଦର୍ଶକ Dhruba darṡaka

  • ସଂ. ବି — ସପ୍ତର୍ଷିମଣ୍ଡଳ — The constellation of the Ursa Major; the Great Bear
  • ସଂ. ବି — [ଦ୍ର—ଏହି ମଣ୍ଡଳର ମୁଣ୍ଡରେ ଥିବା ଦୁଇ ତାରାର ସଂଯୋଜକ ରେଖାକୁ ବଢ଼ାଇଲେ ତାହା ଧ୍ରୁବତାରା ପାଖ ଦେଇ ଯାଏ।]
  • ସଂ. ବି — ଜାହାଜିଆମାନଙ୍କର ଦିଗ୍ବାରଣ ଯନ୍ତ୍ର — The mariner's compass