ଧ୍ରୁପଦ Dhrupada
- ଦେ. ବି. (ସଂ. ଧ୍ରୁବ ପଦ; ଧ୍ରୁବକ) — ସଙ୍ଗୀତର ରୀତିବିଶେଷ — A grave devotional style of Hindu music
- ଦେ. ବି. (ସଂ. ଧ୍ରୁବ ପଦ; ଧ୍ରୁବକ) — [ଦ୍ର—ଗାନର ବିଭାଗ 3 ଗୋଟି; ଯଥା—ଧ୍ରୁପଦ, ଖେୟାଲ ଓ ଟପ୍ପା। ଧ୍ରୁପଦର 4 ଟି ଅଙ୍ଗ; ଯଥା—ଅସ୍ଥାୟୀ, ଅନ୍ତରା, ସଞ୍ଚାରୀ ଓ ଆଭୋଗୀ। ଦେବଲୀଳା, ରାଜକୀର୍ତ୍ତି, ସଂଗ୍ରାମଆଦି ବର୍ଣ୍ଣନାରେ ଧ୍ରୁପଦ ଅବଲମ୍ବିତ ହୁଏ। ଏଥିରେ ସ୍ୱର—ବିସ୍ତୃତି ଦରକାର ହେଉଥିବାରୁ ଓ କୋମଳସ୍ୱରର ଆବଶ୍ୟକତା ନ ଥିବାରୁ ଗାୟିକା— ମାନେ ଏଥିରେ ବିଶେଷ ଦକ୍ଷତା ପ୍ରକାଶ କରି ପାରନ୍ତି ନାହିଁ। ଗାୟକମାନେହିଁ ଏଥିରେ ନିପୁଣ ହୋଇ ପାରନ୍ତି। ସଙ୍ଗୀତ ଦାମୋଦର ମତରେ ଧ୍ରୁପଦ 16 ପ୍ରକାର।] — [ଦ୍ର—ଗାନର ବିଭାଗ3ଗୋଟି; ଯଥା—ଧ୍ରୁପଦ, ଖେୟାଲ ଓ ଟପ୍ପା ଧ୍ରୁପଦର4ଟି ଅଙ୍ଗ; ଯଥା—ଅସ୍ଥାୟୀ, ଅନ୍ତରା, ସଞ୍ଚାରୀ ଓ ଆଭୋଗୀ ଦେବଲୀଳା, ରାଜକୀର୍ତ୍ତି, ସଂଗ୍ରାମଆଦି ବର୍ଣ୍ଣନାରେ ଧ୍ରୁପଦ ଅବଲମ୍ବିତ ହୁଏ ଏଥିରେ ସ୍ୱର—ବିସ୍ତୃତି ଦରକାର ହେଉଥିବାରୁ ଓ କୋମଳସ୍ୱରର ଆବଶ୍ୟକତା ନ ଥିବାରୁ ଗାୟିକା— ମାନେ ଏଥିରେ ବିଶେଷ ଦକ୍ଷତା ପ୍ରକାଶ କରି ପାରନ୍ତି ନାହିଁ ଗାୟକମାନେହିଁ ଏଥିରେ ନିପୁଣ ହୋଇ ପାରନ୍ତି ସଙ୍ଗୀତ ଦାମୋଦର ମତରେ ଧ୍ରୁପଦ16ପ୍ରକାର]