ଧ୍ମାଙ୍କ୍ଷ Dhmāṅksha
- ସଂ. ବି. (ଧ୍ମାଙ୍କ୍ଷ ଧାତୁ=ଘୋର ରଡ଼ି ଛାଡ଼ିବା+ କର୍ତ୍ତୃ. କ୍ଷ) — କାକ; କୁଆ — Crow
- ସଂ. ବି. (ଧ୍ମାଙ୍କ୍ଷ ଧାତୁ=ଘୋର ରଡ଼ି ଛାଡ଼ିବା+ କର୍ତ୍ତୃ. କ୍ଷ) — ମାଛରଙ୍କା; ମତ୍ସ୍ୟଭକ୍ଷକ ପକ୍ଷିବିଶେଷ — The king-fisher bird
- ସଂ. ବି. (ଧ୍ମାଙ୍କ୍ଷ ଧାତୁ=ଘୋର ରଡ଼ି ଛାଡ଼ିବା+ କର୍ତ୍ତୃ. କ୍ଷ) — ଭିକ୍ଷୁ — A beggar
- ସଂ. ବି. (ଧ୍ମାଙ୍କ୍ଷ ଧାତୁ=ଘୋର ରଡ଼ି ଛାଡ଼ିବା+ କର୍ତ୍ତୃ. କ୍ଷ) — ତକ୍ଷକ; ନାଗବିଶେଷ — Name of a mythological serpent; Takshaka