ଧ୍ମା (ଧାତୁ) Dhmā (root)

  • ସଂ. — ଅଗ୍ନିସଂଯୋଗ କରିବା; ନିଆଁ ଲଗାଇବା — To ignite; to set fire to
  • ସଂ. — ଶବ୍ଦ କରିବା (ପ୍ରକୃତିବାଦ) — To produce a sound
  • ସଂ. — ଫୁଙ୍କିବା — To blow (as a wind instru- ment) (Apte)
  • ସଂ. — ନିଶ୍ୱାସ ମାରିବା — To breathe out; to exhale (Apte)
  • ସଂ. — ଫୁଙ୍କିକରି ନିଆଁ ଧରାଇବା — To blow a fire; to excite fire by blowing (Apte)
  • ସଂ. — ଚକମକିଦ୍ୱାରା ନିଆଁ ଝାଡ଼ିବା — To excite sparks (Apte)
  • ସଂ. — ଫୁଙ୍କିକରି ଦୂରକୁ ତଡ଼ିଦେବା — To cast; to blow or throw away (Apte)
  • ସଂ. — ଫୁଙ୍କିବାଦ୍ୱାରା କୌଣସି ବସ୍ତୁ ନିର୍ମାଣ କରିବା — To manufacture by blowing