ଧୌମ୍ୟ Dhaumya

  • ସଂ. ବି. ନାମ — ଧୌମ (ଦେଖ) — Dhauma (See)
  • ସଂ. ବି. ନାମ — ବ୍ୟାଘ୍ରପଦ ନାମକ ଋଷିଙ୍କ ପୁତ୍ର; ଶିବଭକ୍ତ, ଦିବ୍ଯଜ୍ଞାନ— ସମ୍ପନ୍ନ, ଅଜର ଓ ଅମର ସତ୍ୟଯୁଗର ଏକ ଋଷି (ମହାଭାରତ) — Name of sage of the Satya j̄uga
  • ସଂ. ବି. ନାମ — ଆୟୋଦ ଋଷି; ଆରୁଣି, ଉପମନ୍ୟୁ ଓ ବେଦ ନାମକ 3 ପୁତ୍ରଙ୍କ ପିତା — ଆୟୋଦ ଋଷି; ଆରୁଣି, ଉପମନ୍ୟୁ ଓ ବେଦ ନାମକପୁତ୍ରଙ୍କ ପିତା— . Name of a sage, father of Āruṇi
  • ସଂ. ବି. ନାମ — ପଶ୍ଚିମଦିଗରେ ତାରା ରୂପେ ଦେଖାଯାଉଥିବା ଏକ ଋଷି — Name of a sage who is said to have been transformed to a star appearing in the west