ଧୋବ Dhoba

  • ଦେ. ବିଣ (ସଂ. ଧବଳ କିମ୍ବା ଧାବ୍ ଧାତୁ= ଧୋଇବା; ସଂ ଧୂପ ଧାତୁ= ଦୀପ୍ତି) — ଶୁକ୍ଳ; ଧବଳ; ଧଳା — White
  • ଦେ. ବିଣ (ସଂ. ଧବଳ କିମ୍ବା ଧାବ୍ ଧାତୁ= ଧୋଇବା; ସଂ ଧୂପ ଧାତୁ= ଦୀପ୍ତି) — କଚା ହୋଇ ପରିଷ୍କୃତ ଓ ଧଳା ହୋଇ— ଥିବା (ଲୁଗା) — (cloth) Washed clean and white; bleached
  • ଦେ. ବି — ଶୁକ୍ଳବର୍ଣ୍ଣ — White colour
  • ଦେ. ବି — ଥରେ ଧୋବାଘରେ ପଡ଼ି ପରିଷ୍କୃତ ହେବା ଅବସ୍ଥା — One washing; a wash (of a cloth)
  • ଦେ. ବି — (ଯଥା—ଏ ଲୁଗାଖଣ୍ଡକର ଚାରି ଧୋବ ହେଲାଣି।)