ଧୋବା ଭଣ୍ଡାରି Dhobā bhaṇḍāri

  • ଦେ. ବି. (ସହଚର) — ଭାରତୀୟମାନଙ୍କର ଦୁଇଜଣ ଅବଶ୍ୟ ପ୍ରୟୋଜନୀୟ ଗ୍ରାମସେବକ (ଧୋବାର କାର୍ଯ୍ୟ ଲୁଗା ସଫା କରିବା ଓ ଭଣ୍ଡାରିର କାର୍ଯ୍ୟ କ୍ଷୌର କରିବା) — The washer- man and the barber; the two most indispensable village-servants in India