ଧୋବା ତୋଠ Dhoba toṭha

  • ଦେ. ବି — ଜଳାଶ୍ରୟର ଯେଉଁ ସ୍ଥାନରେ ଧୋବା ଲୁଗା କାଚେ ଓ ଶୁଖାଏ — The place near a pond or a river where the washerman washes and dries the clothes
  • ଦେ. ବି — (ଯଥା—ଗାଆଁ ପରିମଳ ଧୋବାତୋଠରୁ ଜଣା—ଢଗ।)