ଧୋବଲି ଠକ Dhobali ṭhaka

  • ଦେ. ବି (ସଂ. ଧବ=ପ୍ରବଞ୍ଚକ) — ଯେଉଁ ଶୁଭ୍ର ପରିଚ୍ଛଦ- ଧାରୀ ବାହାରେ ଦେଖିବାକୁ ଭଦ୍ରଲୋକ ପରି ମାତ୍ର ପ୍ରକୃତରେ ପ୍ରତାରକ ବା ଶଠ — A cheat appearing in fine dress (Who makes people believe that he is a gentle man.)