ଧୋବ ଫିଟିବା Dhoba phiṭibā

  • ଦେ. କ୍ରି — ଉତ୍ତମ ରୂପେ ଧବଳବର୍ଣ୍ଣ ବିଶିଷ୍ଟ ହେବା; ଧବଳୀକୃତ ହେବା — To become very white
  • ଦେ. କ୍ରି — (ଯଥା—ଧୋବା ଭଲକରି ନ କାଚିବାରୁ ମୋ ଲୁଗା ଧୋବ ଫିଟିଲା ନାହିଁ।)