ଧୋବ ଫରଫର Dhoba pharaphara

  • ଦେ. ବିଣ — ଧଳା ଚହଚହ; ଅତିଶୟ ଶୁକ୍ଳ; ଶୁଭ୍ରୋଜ୍ୱଳ — Fleecy white; very white; glistening white; dazzlingly white
  • ଦେ. ବିଣ — [ଦ୍ର—ବର୍ଣ୍ଣବ୍ୟଞ୍ଜକ ବିଶେଷଣ ପରେ ଅତ୍ୟନ୍ତ ବା ଉଜ୍ୱଳତା ସୂଚନା କରିବା ପାଇଁ ଫରଫର ଆଦି ଶବ୍ଦ ବ୍ୟବହୃତ ହୁଏ; ଯଥା—ରଙ୍ଗଟହଟହ, ହଳଦିଆଗରଗର, ଧଳାଚହଚହ, ନାଲିଟହଟହ, ନେଳିସରସର, କାଳିଆଟରଟର। ]