ଧୋବ ପଡ଼ିବା Dhoba paṟḍ̠ibā

  • ଦେ. କ୍ରି — ଧବଳୀକୃତ ହେବା; ଶୁକ୍ଳ ହେବା — To turn white
  • ଦେ. କ୍ରି — (ଲୁଗା) ସଫା କରିବା ପାଇଁ ଧୋବା ଘରେ ଦିଆଯିବା — (a cloth) To be given to the washerman for being washed