ଧୋବ ଧାଉଳିଆ Dhoba dhāuḻiā
- ଦେ. ବିଣ (ସଂ. ଧବଳବସନଧାରୀ) — ଯାହାର ଦେହତମାମ୍ ଧଳା; ଯାହାର ଦେହ ଯାକ ଶୁକ୍ଳ — 1. White throughout
- ଦେ. ବିଣ (ସଂ. ଧବଳବସନଧାରୀ) — ଯେ ଧୋବ ଲୁଗା ପିନ୍ଧିଥାଏ; ଶୁକ୍ଳ ବସ୍ତ୍ରପରିହିତ — Wearing white cloth
- ଦେ. ବିଣ (ସଂ. ଧବଳବସନଧାରୀ) — ଧବଳବର୍ଣ୍ଣବିଶିଷ୍ଟ — White
- ଦେ. ବିଣ (ସଂ. ଧବଳବସନଧାରୀ) — ଧୋବଧାଉଳିଆ ପକ୍ଷୀ, ଶ୍ରୀରାମଚନ୍ଦ୍ର କହି ଯାଇଛନ୍ତି ସୀତା ବଡ଼ ଦୁଃଖୀ—ଢଗ।
- ଦେ. ବି — ଭଦ୍ରଲୋକ; ଶୁକ୍ଳପରିଚ୍ଛଦଧାରୀ ବ୍ୟକ୍ତି; ଭଲଲୋକ — A gentleman; a finely attired person
- ଦେ. ବି — ଧୋବଧାଉଳିଆ ଚୋରି କରନ୍ତି ରଙ୍କୁଣୀ ଦେଖିଲେ ମାରି ଗୋଡାନ୍ତି—ଢଗ।