ଧୋବ କରିବା Dhoba karibā

  • ଦେ. କ୍ରି (ସଂ. ଧାବନ, ଧବଳ) — ଧଳାରଙ୍ଗ କରିବା — To whiten
  • ଦେ. କ୍ରି (ସଂ. ଧାବନ, ଧବଳ) — ଲୁଗା କାଚି ସଫା କରିବା — To wash a cloth and turn it white
  • ଦେ. କ୍ରି (ସଂ. ଧାବନ, ଧବଳ) — [ଦ୍ର—ଧୋବାମାନେ ଲୁଗାକୁ ସାମାନ୍ୟ ପରିମାଣରେ କାଚି ସଫା କଲେ ତାକୁ ସଜଧୋବ ଓ ଉତ୍ତମରୂପେ କାଚି ସଫା କରି ଇସ୍ତ୍ରୀ କଲେ ତାକୁ ବାସିଧୋବ ବୋଲାଯାଏ।]