ଧୋତରା ଉଡ଼ିଯିବା Dhotarā uṟḍ̠ij̄ibā

  • ଦେ. ବି — କୌଣସି ଘଟଣାରେ କୌଣସି ବ୍ୟକ୍ତିର ଅସ୍ତବ୍ୟସ୍ତ ଓ ସର୍ବସ୍ୱାନ୍ତ ହୋଇ ପଡ଼ିବା ଅବସ୍ଥା — (a person) Being altogether ruined or done for
  • ଦେ. ବି — ଅତ୍ୟନ୍ତ କ୍ଳାନ୍ତି — The state of being over-tired