ଧୋଜା ମୁଣୋହିଁ Dhojā muṇohiñ

  • ଦେ. ବି — ପୂଜକ ଯେଉଁ ଭୋଗକୁ ମନ୍ଦିରାଭ୍ୟନ୍ତରରେ ଠାକୁରଙ୍କ ଛାମୁରେ ଭୋଗ ନ ଲଗାଇ ମନ୍ଦିର— ଶୃଙ୍ଗସ୍ଥ ଧ୍ୱଜାକୁ ଦେଖାଇ ଦେଉଳର ବାହାରେ ଭୋଗ ଲଗାଏ — An offering offered to an idol in the sight of the flag, instead of being offered near the Deity