ଧୋକଡ଼ୀ Dhokaṟḍ̠ī

  • ଦେ. ବି. ସ୍ତ୍ରୀ — ଶ୍ଳଥସ୍ତନା ବା ଲମ୍ବିତସ୍ତନା ସ୍ତ୍ରୀ; ଲମ୍ବକୁଚା ସ୍ତ୍ରୀ — A woman with hanging breasts
  • ଦେ. ବି. ସ୍ତ୍ରୀ — ଲୁଗାର ଥଳି ବା ମୁଣି — A wallet or bag made of cloth
  • ଦେ. ବିଣ. ସ୍ତ୍ରୀ — ଧୋକଡ଼ର ସ୍ତ୍ରୀଲିଙ୍ଗ — Feminine of Dhokaṟḍ̠a
  • ଦେ. ବିଣ. ସ୍ତ୍ରୀ — ବିଲମ୍ବିତ ପୟୋଧରା (ସ୍ତ୍ରୀ) — (a woman) With wrinkled or hanging breasts