ଧୋକା ଦେବା Dhokā debā
- ଦେ. କ୍ରି — ସନ୍ଦେହନ୍ୱିତ କରିବା — To put in doubt
- ଦେ. କ୍ରି — ଭୀତି ଉତ୍ପାଦନ କରିବା — To frighten; to unnerve
- ଦେ. କ୍ରି — ଅନ୍ୟକୁ ବିପନ୍ନ କରିବା; ବିପଦରେ ପକାଇବା — To put a person in danger; to endanger a person
- ଦେ. କ୍ରି — ଚିନ୍ତାଗ୍ରସ୍ତ କରାଇବା — To put (a person) into a state of consternation
- ଦେ. କ୍ରି — ଦୁଃଖରେ ପକାଇବା; ଅନିଷ୍ଟ କରିବା — To injure; to put to trouble
- ଦେ. କ୍ରି — ଭ୍ରମରେ ପକାଇବା — To delude a person