ଧୋଇ ଶୁଖାଇ ଖାଇବା Dhoi ṡukhāi khāibā

  • ଦେ. କ୍ରି — କୌଣସି ବିଷୟ ବା ପଦାର୍ଥକୁ କୌଣସି ପ୍ରକାରେ ନ ବଢ଼ାଇ ବା ନ କମାଇ ତାହାର ବ୍ୟବହାର କରିବା; କୌଣସି ଦ୍ରବ୍ୟର ଆୟମାତ୍ର ଭୋଗ କରିବା — To enjoy the income only of a property without in any way touching the main body of it