ଧୋଇ ପାଣି Dhoi pāṇi

  • ଦେ. ବି. (ସଂ. ଧୌତ ଓ ପାନୀୟ) — କୌଣସି ସ୍ଥାନ ବୃଷ୍ଟିଜଳ ଆଦିରେ ଧୂଆ ହେବା ପରେ ସେଠାରୁ ଯେଉଁ ପାଣି ଅନ୍ୟ ସ୍ଥାନକୁ ଗଡ଼ିଯାଏ — The rain water washed off from a place