ଧୋ ପଖାଳ Dho pakhāḻa

  • ଦେ. ବି (ସଂ. ଧୌତ ଓ ପ୍ରକ୍ଷାଳନ) — ପ୍ରତିଦିନ ସକାଳେ ଓ ଭୋଗ ଉଠିଲା ପରେ ଦେବମନ୍ଦିରର ତଳି ବା ଚଟାଣରେ ପାଣି ଢାଳି ଓଳିଆପୋଛା କରି ସଫା କରିବା କର୍ମ — Washing and cleansing the floor of a temple