ଧୈର୍ୟ୍ୟବାନ୍ Dhai̱rj̄yabān

  • ସଂ. ବିଣ. ପୁଂ. (ଧୈର୍ଯ୍ୟ+ ଅଛି ଅର୍ଥରେ ବତ୍; 1 ମା. 1 ବ) — ସହିଷ୍ଣୁ; ଧୀର — Patient; forbearing
  • ସଂ. ବିଣ. ପୁଂ. (ଧୈର୍ଯ୍ୟ+ ଅଛି ଅର୍ଥରେ ବତ୍; 1 ମା. 1 ବ) — ଅବିଚଳିତ — Firm; calm; steady