ଧେନୁଷ୍ୟା Dhenushyā

  • ସଂ. ବି. ସ୍ତ୍ରୀ. (ଧେନୁଷ୍ୟ+ ସ୍ତ୍ରୀ. ଆ) — ମହାଜନ ନିକଟରେ ବନ୍ଧକ ସ୍ୱରୂପ ରଖାଯିବା ଗାଈ — A cow pledged to a creditor; the pledge of a cow